by Biren Kumar Behera ✓ · 16 May 2019
ଆକାଶମାର୍ଗରୁ ସ୍ଥିତି ପରଖିଲ, ବୟସର ଅପରାହ୍ନେ । ହେ ନବୀନ ତୁମେ ଜିତିଲ ହୃଦୟ, ଓଡିଶା ରଖିବ ମନେ ।। ତୁମ କାର୍ଯ୍ୟ ଦେଖି ମାନ୍ୟବର ମୋଦି, ବଢାଇଲେ ତାଙ୍କ ହାତ ।
Loading comments…
Loading comments…