by Maitreyee Kamila ✓ · 13 Dec 2019
ତୁମେ ହି ସକାଳ ତୁମେ ମଧ୍ୟାହ୍ନ ଛାଇ ଲେଉଟା ବେଳ ତୁମେ ପୁଣି ଗୋଧୂଳି ଲଗ୍ନ ର ସୁର ତୁମଠୁ ଆରମ୍ଭ ତୁମେ ହିଁ ସମ୍ପୂର୍ଣ ତୁମେ ଯେ ସୃଷ୍ଟି ର ସାର ॥
Loading comments…
Comments
Loading comments…