by Bharatabandhu Biswal ✓ · 5 Dec 2020
ନୀଳ କଇଁ ସମ ତୁମ ଦୁଇ ଆଖି ସପନ ସୁଖ ପସରା ତୁମରି ପରଶ ସେନେହ ସୋହାଗ ସୁବାସ ଚନ୍ଦନ ଭରା । କଥା ଦିଅ ପ୍ରିୟା ଏକ ମନ ପ୍ରାଣେ ଥିବା ଆମେ ସାଥେ ପାଶେ ଏ ଭବ ସଂସାର କାଳ ଇହ ପର ନ ହେବା ଦୂର ନିମିଷେ ।
Loading comments…
Comments
Loading comments…