by Upendra prasad Mahala ✓ · 4 Jul 2021
କେବେ କେବେ ସେ ସ୍ୱର ଧ୍ୟାନ ଭାଙ୍ଗି ତପସ୍ୱୀରୁ ସଂସାରୀ ସଜାଏ ମୋତେ ସମ୍ମୋହିତ ନାଗ ଭଳି ମୁଁ ଫଣା ଟେକି ଶୁଣୁଥାଏ ଭାବର ପଦ୍ମତୋଳା ହେତୁ ନ ଥାଏ !!
Loading comments…
Loading comments…