by Prafulla Chandra Mishra ✓ · 2 Jun 2021
ତୁମରି ମନର ଗୋପନ କଥା ରେ ମନରେ ସରଜେ ପ୍ରେମ ଭଉଁରୀ ତୁମେ ମନ ଗୋଟେ ସୁବର୍ଣ୍ଣ ଫରୁଆ ଗୋପନରେ ଧୀରେ ନିଅ ତୋଳି ଫରୁଆ ଭିତର ଭଅଁର ପରା ୟେ ମନ କୁ ମାନିନୀ ନିଅ ଧରି ତୁମେ ଚୁଲ୍-ବୁଲି ତୁମେ ଚୁଲ୍-ବୁଲି ।।
Loading comments…
Comments
Loading comments…