by Uma sourav shankar Majhi ✓ · 14 Aug 2018
ତୁମ ପ୍ରେମେ ପଡ଼ିବା ଆଗରୁ ଜୀବନ କୁ ସମୟ ର ଖେଳ ଭାବୁଥିଲି ପ୍ରେମେ ଗିରି କାନନ ଓ ସୁନୀଳ ଆକାଶେ ତୁମ ସ୍ପର୍ଶ ନିରୋଳାର ପଣେ ହଜିଗଲି l
Loading comments…
Loading comments…