by Sunanda Mohanty ✓ · 5 Mar 2021
ଗାନ୍ଧୀ ହେ ତୁମେ ଗଲାପରେ ନିଃସ୍ଵାର୍ଥ ଭାବରେ କେହି ଦେଖୁନି କାହାକୁ ସ୍ୱାର୍ଥର ତୋବଡ଼ା ବନ୍ଧା ସବୁଠି କାରସାଦି ଓ ଧନ୍ଦା ସଭିଏଁ ନିଜ ସୁଖେ ମସଗୁଲ ଅନ୍ୟର ଦୁଃଖ ବୁଝେନା ବିଲକୁଲ
Loading comments…
Comments
Loading comments…