by Soumya Shubhadarshinee ✓ · 26 Nov 2019
ନିତି ଏବେ ସ୍ମୃତି ସାଗର କୂଳେ ରିକ୍ତ ହେଇ କାନ୍ଦୁଛି ମୁକ୍ତା ହୀନ ଶାମୁକା ପ୍ରୀତି ପୁଷ୍ପ ବାଟିକା ଧ୍ୱସ୍ତ ବିଧ୍ୱସ୍ତ ଶୁନ୍ୟ ସବୁ ମହୁ ଭରା ପୁଷ୍ପ କଳିକା
Loading comments…
Comments
Loading comments…