by ବିନୟ ମହାପାତ୍ର ✓ · 25 Jun 2019
ପାଗଳ ଆଜି ମୁଁ ତୁମ ଲାଗି ସଖୀ ତୁମରି ରୂପର ଗନ୍ଧେ । ତୁମରି ଦେହର ସୁଗନ୍ଧି ମହକ ମଳୟ କି ଦେଇ ପାରେ, ମଧୁ ପିଇବାକୁ ଚାହେଁନା ଆଗୋ ଯଦି ତୁମ ଓଠ ଚୁମି ଯାଏ ।
Loading comments…
Comments
Loading comments…