by Kulamani Sarangi ✓ · 1 Oct 2020
ତୁମ ଆଦେଶେ ଏ ମାଟି ମାଆ, ଦେଉଛି ଯିଏ ମାଗୁଛି ଯାହା, ଛାତି ନିଃଶ୍ବାସ ମନ ବିଶ୍ବାସ ଦେଇଛ ଦେହ ଗଢିଲା ବେଳେ। ମାଆର ଲୁହ ଦେଇଛ ତୁମେ ବାପର ସ୍ନେହ ପିତୃତ୍ବ ନାମେ, ସବୁ ହୃଦରେ ଭରି ଦେଇଛ ପ୍ରେମ ବନ୍ଧନ ସର୍ଜନା କାଳେ।
Loading comments…
Comments
Loading comments…