by Bauribandhu Lenka ✓ · 7 Dec 2017
ମୋ ଦୁଃଖରେ କ୍ରନ୍ଦନ ତୁମରି ଦାନ ମୋ ବିଳାସେ ବ୍ୟସନ ତୁମରି ଦାନ ମୋ ଭାଗ୍ୟର ଲିଖନ ମୋ କର୍ମର କାରଣ ମୋ ମୃତ୍ୟୁରେ ନିର୍ବାଣ ତୁମରି ଦାନ
Loading comments…
Comments
Loading comments…