by Bharatabandhu Biswal ✓ · 11 May 2022
ଆହରି ପ୍ରଚୁର ବିତ୍ତ ମୁଁ ପ୍ରମତ୍ତ କାଟେ ଦିନରାତି ଭୋଗ ଓ ସୁଖେ ପାଉନାହିଁ କିନ୍ତୁ ମନେ ମୋ ସନ୍ତୋଷ ରହୁଅଛି ଅବସାଦ ଓ ଦୁଃଖେ ।
Loading comments…
Loading comments…