ସଂସାର ବନ୍ଧନ ମନେପଡେ ନାହିଁ ଚଉଦିଗେ ତୋର ରୂପ ଝଲସଇ ମନ ମୋ ତୋ ପାଦପଦ୍ମ ରେ ମୁଁ ଆସିଛି ହେ ତୁମ ଦୁଆରେ ।। ବୈନତେୟ ପଛେ ହୋଇଛି ଠିଆ ହେ ଅଧା ଅଧା ମୁହଁ କରୁଛି ବାଇଆ ସତେ/ପ୍ରାଣ ପକ୍ଷୀ ଉଡିଯାଏ ରେ ମୁଁ ଆସିଛି ହେ ତୁମ ଦୁଆରେ ।। ଫାଳେ ଚକା ନେତ୍ର କଲାଣି ମୋହିତ ହୋଇଗଲିଣି ହେ ଭାବେ ବିହ୍ଵଳିତ ତାନ୍ତ୍ରିକ ର ମନ୍ତ୍ର ପ୍ରକାରେ ମୁଁ ଆସିଛି ହେ ତୁମ ଦୁଆରେ ।।
Loading comments…