by PRABHAS KUMAR MOHAPATRA ✓ · 14 Nov 2021
ଦିନକୁ ଦିନକୁ ସରକାରୀ ଶିକ୍ଷା ହେଉ ଅଛି ନିମ୍ନ ମାନ l ପଢିଲେ ବୋଧୁଏ ତୁମ ପିଲା ଭାଇ ପଡିବ ଶିକ୍ଷାର ମାନ ll ସରକାରୀ ଖାଦ୍ୟ ଖାଆନ୍ତି ନି କାହିଁ ତୁମ ପିଲା କେହି ଭାଇ l ସରକାରୀ ପିଲା କେମିତି ଖାଉଛି ଚାଖ ଟିକେ ତୁମେ ଯାଇ ll
Loading comments…
Comments
Loading comments…