Loading…
ମୋ ଦେଶ ବାଳିକା ସୁମନ କଳିକା ବିଦ୍ୟାବତୀ ଲୀଳାବତୀ ମୋ ଦେଶ ବାଳକ ଗାନ୍ଧି ତିଳକ ପରି ଅରଜିବେ ଖ୍ୟାତି ମୋ ଦେଶର ପ୍ରତି ଯୁବକ ବିବେକ- ଆନନ୍ଦଙ୍କ ଜ୍ଞାନ ଗଙ୍ଗା ଯେତେ ଦିନ ସୂର୍ଯ୍ୟ ଚନ୍ଦ୍ର ଥିବେ ରହି ଉଡୁୁଥିବ ଏ ତ୍ରିରଙ୍ଗା ।। ୧ ॥ ମୋ ଦେଶ ଲଳନା ଯୁଦ୍ଧେ ବୀରାଙ୍ଗନା ଡରେନି ଦେବାକୁ ପ୍ରାଣ ମୋ ଦେଶ ସୈନିକ ସଦା ସେ ନିର୍ଭୀକ
Comments
Loading comments…