by Prafulla Chandra Mishra ✓ · 6 Aug 2019
ଡୁବି ଡୁବି ଯାଏ ଜୀବନ ସୂର୍ଯ୍ୟ ଡୋରେ ବାନ୍ଧି ନେବ କାଳ ନିଧାର୍ଯ୍ୟ, ଡେରିକଲେ ଜୀବ ନରକ ଗାମି ଡେରି କର ନାହିଁ ହେ ଅନ୍ତର୍ଯ୍ୟାମୀ, ବେଳ ବୁଡି ଯାଏ ଆୟୁ ସରିଯାଏ କୃପା ନେତ୍ରେ ଥରେ ଅନା ହେ , ଡକା ବାଜୁଛି ମହିଁମା ହେ ।।
Loading comments…
Loading comments…