by Er.Sasanka Sekhar Panda ✓ · 31 Jul 2019
କେହି ନ ବୁଝିବେ ଅନ୍ତର ବେଦନା ହେବୁ ତୁ ମଉଳା ଫୁଲ ଅପସରି ଯିବ ଚୁନା ଚୁନା ଆଶା ସତେ ଅବା ନିଆଁ ଝୁଲ, ରାତି ବିତିଯିବ ଶେଜ ପରେ ଚାହିଁ ଶୁଖିଲା ଭୁଇଁରେ ମୀନ ।
Loading comments…
Loading comments…