by Raja Sekhar CH V ✓ · 17 Sept 2020
ଗୁରୁଙ୍କ ଉପଦେଶ ସ୍ୱୟଂ ଉତ୍କୃଷ୍ଟ ଉପଲବ୍ଧି, ତାଙ୍କରି ଦ୍ୱାରା ଲଙ୍ଘି ହେବ ଅଜ୍ଞାନର ବାରିଧି, ତାଙ୍କ ସହ ଅବଧି ହେଲା ଅମୂଲ୍ୟ ପୟୋନିଧି, ନିରବଧି ସ୍ମରଣୀୟ ତାଙ୍କର ସୌହାର୍ଦ୍ଦ୍ୟ ସନ୍ନିଧି
Loading comments…
Loading comments…