by Bijaylaxmi Behera ✓ · 17 May 2022
ସବୁ ଅଛି ମୋ ପାଖରେ କିନ୍ତୁ ତୁମ ମାନଙ୍କର ଏଇ କେଇ ପଦ କଥା ମୋତେ ରାଜଜେମାର ଅନୁଭବ କରେଇଦିଏ।ଜନ୍ମଦିନ ତ ଆସେ କେବେ cake, କେବେ ଫୁଲର ମେଳେ.... କିନ୍ତୁ ତୁମେମାନେ ପାର୍ବଣ କରିଦିଅ ଏଇ ତିଥିକୁ।ମୁଁ ପାଲଟି ଯାଏ କୁନି ଈଶ୍ୱରୀଟିଏ।ସାଇତି ରଖେ
Loading comments…
Comments
Loading comments…