by Rabindra Kumar Biswal ✓ · 14 Jul 2019
ଯେତେ ଅଭିମାନ ଯେତେ ଅସହାୟତାକୁ ବଖାଣି ବିନି ଗପର ସାହାରାରେ I ଯେତେ ଯେତେ ତୋର ମୋର ଗୋପନୀୟ ଭାବ ସାଇତି ରଖିଦେବି ମୋହୃଦୟର ନିବୁଜ କୋଣରେ ।
Loading comments…
Loading comments…