by Suresh chandra Padhy ✓ · 28 Apr 2021
ଓଡ଼ିଆ ଭାଷା ଓଡିଶା ମାଟିରେ ସମର୍ପିତ ଥିଲା ତୁମରି ମନ ଉତ୍କଳର ମଧୁ ବାବୁ ମଧୁ ବାରିଷ୍ଟର ବୋଲାଇଲ କୋଟି ଓଡ଼ିଆଙ୍କ ହୃଦୟରେ ତୁମେ ଅମର ହୋଇ ରହିଲ
Loading comments…
Comments
Loading comments…