by KRUTIBAS NAYAK ✓ · 26 Jun 2020
କୋଣାର୍କ ଦର୍ଶନ ପୁଲକିତ କରେ କୋଟି ହୃଦୟକୁ ଜିଣି, ଷାଠିଏ ପ୍ରଜାତି ଜନଜାତି କଳା ମନକୁ ନେଉଛି କିଣି | ହୀରାକୁଦ ବନ୍ଧ ପାରାଦୀପ ପାଇଁ ବଢିଛି ସମ୍ମାନ ମୋର | ପଞ୍ଚାଅଶି ବର୍ଷ ବୟସର ମାଆ ଚାରିକୋଟି ସନ୍ତାନର |
Loading comments…
Loading comments…