by SUSRI SAHOO ✓ · 21 Jun 2019
ବୀର ପ୍ରସବିନୀ ଜନନୀ ତୁମ ଡାକୁଛିହାତ ଠାରି ସୁଧା ସଂଜୀବନୀ ଦେବି ହେ ପୁତ୍ର ଉଠ ନ କରି ଡେରି || ଏକ ପୁତ୍ର ଜନନୀ ନୁହେଁ ମୁଁ ସହସ୍ର ବୀରର ମାତା ଚିର ନିଦ୍ରାରେ ଶୋଇଛି ସୁତ ତଥାପି ଜଗତଜିତା ||
Loading comments…
Comments
Loading comments…