by କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera ✓ · 23 May 2021
ଏକ ଅଦମ୍ୟ ପ୍ରାଣମୂର୍ଚ୍ଛା ଉଦ୍ୟମର କୌଶଳ ନେଇ ଆଣିବାକୁ ହେବ ପୂର୍ଣ୍ଣ ସାର୍ଥକତା ଉଠାଣି ରାସ୍ତା ଆହ୍ୱାନ ଦେଇ ଯୋଗାଏ ଇନ୍ଧନ କହେ "ଆଗେଇ ଆସ, ଆଗେଇ ଆସ ଆଗକୁ ମୋତେ ଜୟ କରି ଉଡାଅ ବିଜୟର ଧ୍ଵଜା।
Loading comments…
Loading comments…