by Manorama Mohanty ✓ · 2 Sept 2021
କାହିଁକି ଭରିଛ ମଣିଷ ଶରୀରେ ରୋଗ ବ୍ୟାଧି ଆଉ ପାପ କଳୁଷ ମାରିବା ତାରିବା ତୁମ ହାତ ଖେଳ ସେଥିପାଇଁ କିବା କରୁଛ ଧ୍ବଂସ?? କରିଥିବା କର୍ମ ମାନବ ଭୋଗୁଛି ମାନବୀୟ ଗୁଣ ନାହିଁ ତା ଠାରେ ମୋହ ମାୟା ଲବ୍ଧ ତୁଚ୍ଛା ଜୀବ
Loading comments…
Loading comments…