by ଫାଲଗୁନି ରଣା ✓ · 12 Dec 2020
ତୋ ରଚିତ ଜ୍ଞାନ ହେଲେ ପ୍ରସାର ଖଳ ଖଣ୍ଟ ହେବ ଭବେ ଅସାର ହିଂସାଳୁ ଜନଙ୍କ ପରଶଂସାର ଗନ୍ତାଘର ହୋଇବ ଛାରଖାର ସେ ସୁଖେ ଚଳିିବ ସଂସାର ଯେ, ଭଗ୍ନ କର ବାରେ ଲଗ୍ନ ଦ୍ୱେଷମତି ହେଉ ସତ୍କର୍ମ ବିସ୍ତାର ଯେ
Loading comments…
Loading comments…