by Puspanjali Panda ✓ · 31 May 2019
ହୃଦୟ ବୁଝେନା ଝୁରେ ତୁମବିନା ଚାପି ମନ ତଳ ବ୍ୟଥା । ଅନ୍ଧାର ରାତି ର ସପନ ସମ୍ଭାର ଖୋଜେ ପ୍ରିୟତମ କୋଳ । ପଲକ ପଡେନି ସପନ ସରେନି ଜଣାପଡେନାହି ବେଳ।
Loading comments…
Loading comments…