by Bhabani SM ✓ · 10 Mar 2026
ନାରୀ ହେଉଛି ସୃଷ୍ଟିର ସୁନ୍ଦର ଉପହାର, ତାଙ୍କ ଭଲପାଇବାରେ ଭରିଯାଏ ସମସ୍ତ ସଂସାର। ମା' ରୂପେ ସେ ଦିଅନ୍ତି ଅସୀମ ସ୍ନେହ, ଭଉଣୀ ହୋଇ ସାଥ ଦିଅନ୍ତି ସଦା ସର୍ବଦେହ।
Loading comments…
Loading comments…