by Sangita Mishra Satapathy ✓ · 10 Apr 2021
ଉଡିଯାଆନ୍ତି ମନ ମୋହରି ତୋ ସାଥେ ପରା ମୁହିଁ କେମିତି କହ ଉଡିବି ସତେ ମୋର ତ ଡେଣା ନାହିଁ । ସରଗଶଶୀ ପାଖରେ ବସି ହୋଇବୁ କେତେ ଗେଲ ପରୀ ରାଇଜ ଗପ ଶୁଣିବୁ ହୋଇଣ ତୁହି ଭୋଳ ।
Loading comments…
Loading comments…