by Nihar Ranjan Acharya ✓ · 5 Mar 2022
ପତିତ ଜନର ଦୁଃଖ ନାଶିଯିବ ଭାବରେ ରସ ଭରିବ ଅନ୍ୟାୟ ଅନୀତି ଦୂର ହୋଇଯିବ ଭକ୍ତପ୍ରାଣ ହସୁଥିବ ।। ଛଳିଆ ଠାକୁର କି ଛଳ କରିଛ ମହାମାରୀ ସାଧେ ଦାଉ ତୁମ ବଡ଼ ପଣେ ଭକ୍ତ ହୀନିମାନ ଉଦ୍ଧାରିବ ମହାବାହୁ ।।
Loading comments…
Loading comments…