by Chinmaya Kumar Nayak ✓ · 1 Apr 2022
ଗତକାଲିକୁ ଫିଙ୍ଗିଦେଇ ତା ପୁରୁଣା ସହରେ, ସେ ସାଉଁଟି ବସେ ଜୀବନକୁ ଝାପ୍ସା ଦିଶୁଥିବା ଆସନ୍ତାକାଲିର କୁହୁଡ଼ିଆ ଧୂମ୍ର ସହରରେ। ସେମିତି କିଛି ନଥାଏ ତା ଆଶା ଓ ଆକାଂକ୍ଷାର ସଂଜ୍ଞା ନା ଥାଏ କାହାର ରାଣ କି ନିୟମ ନା ଥାଏ ଭାଙ୍ଗିବାର ଭ
Loading comments…
Comments
Loading comments…