by Bhabani Swain ✓ · 25 Feb 2022
ନିଜେ ଜଳୁଥାଏ ଅନ୍ୟକୁ ଜଳାଏ ଭିଜେ ମନ ଭିଜେ ଦେହ । ଭୁଲ୍ ଠିକ୍ ର ହିସାବ ନ ରଖି ମନ ହଜିଯାଏ ଦୂରେ । ଧିରେ ଧିରେ ଯେତେ ଚାଲିଲେ ତଥାପି ପାଦ ଖସେ ଶିଉଳିରେ ।
Loading comments…
Loading comments…