by Sangeeta Barik ✓ · 23 Jun 2019
ନୀତି ପରମ୍ପରା ଧର୍ମ ଓ ସଂସ୍କୃତି ସର୍ବେ କରନ୍ତି ଆଦର, ସ୍ନେହ ଶ୍ରଦ୍ଧା ଶାନ୍ତି ମୂଳଦୁଆ ଆମ ଜାଣିଛୁ ତାହାର ବେଭାର । ମୁଁ ଶବଦଟି ଆସେନାହିଁ ମୁହେଁ ବ୍ୟବହାର ହୁଏ ଆମେ, ଯୌଥ ପରିବାରେ ଜୀଇଁଛୁ ଖୁସିରେ ବାନ୍ଧିଣ ସଭିଙ୍କୁ ପ୍ରେମେ ।
Loading comments…
Loading comments…