by Debaki Behera ✓ · 21 Nov 2020
କନ୍ୟା ଜୀବନ ଭାରି ହୀନିମାନ କହିବ କାହାକୁ ଦୁଃଖ ବିଧାତା ଧରିଛି ତା ଭାଗ୍ୟ ଲେଖନୀ ଜୀବନେ ନାହିଁ ତା ସୁଖ l ମାଆ ବାପା ତାର ଲେଖିଥାନ୍ତେ ଯଦି ତା ଭାଗ୍ୟ କଲମ ଧରି ନିଶ୍ଚୟେ ଜୀବନେ ଖୁସି ଆନନ୍ଦ ରହିଣ ଥାନ୍ତା ତ
Loading comments…
Comments
Loading comments…