by Debasish Dikshit ✓ · 5 Mar 2021
ଭାସି ଯାଉ ଥିବା ପତ୍ରକୁ ତୁମେ ସାଉଁଟି ନେଲ ସାଇତି ରଖିଲ ତୁମ ନଜରରେ ଜାଣିଥିଲେ ବି ଜାଣିବାକୁ ଚେଷ୍ଟିତ ନଥିଲି ନିଜ ଭବିଷ୍ୟତ କେବେ ଜଳି ଯିବି ତୁମ ହାତରୁ ମୋ ସ୍ୱପ୍ନର ନିଆଁରେ ।
Loading comments…
Comments
Loading comments…