by Hrushikesh Satpathy ✓ · 18 Aug 2018
ନେବି ଲୋ ସମାଧି, ତୋ'ବକ୍ଷରେ, ତୋ'ଚାରୁ ଗର୍ଭରେ । ଆସିଥିଲି ତୋ'ରି ଡ଼ାକରାରେ । ଯିବି ପୁଣି ତୋ'ରି ଇସାରାରେ ।
Loading comments…
Loading comments…