by MADHU MITA ✓ · 4 May 2020
ଯାଇଥିଲି ଆଣିବାକୁ ପ୍ରାଣ କିଛି ବାନ୍ଧି.. ଦେଖିଲି ମର୍ତ୍ତ୍ୟରେ ଏକ ରୋଗ ଦେଲା ଧନ୍ଦି..!! ଲୋକମାନେ ସବୁ ଅକାଳରେ ମରୁଛନ୍ତି.. ଆୟୁଷ ଥାଉ କି ନାହିଁ ସବୁ ଡରୁଛନ୍ତି..!!
Loading comments…
Loading comments…