by Kalandi pal ✓ · 2 Aug 2021
ଯମୁନାର ଜଳ ପଡୁଛି ଉଛୁଳି କଦମ୍ବର ଫୁଲ ଯାଉଛି ମଉଳି. ଯମୁନାର କୂଳେ କଦମ୍ବର ମୂଳେ ଗୋପୀଗଣ ମେଳେ ଶ୍ରୀକୃଷ୍ଣ ଯୁଗଳେ. ଅପରୂପ ଶୋଭା ଜଗତେ ନାହିଁ.
Loading comments…
Loading comments…