by Panchanan Jena ✓ · 29 Mar 2022
ମାତୃଦେବ ପିତୃଦେବ ପଦ ବନ୍ଦନା ସନ୍ତାନର ସୁଗନ୍ଧ ପ୍ରାର୍ଥନା ଚରଣ ରେଣୁ ରେ ଚେତ୍ରିଶ କୋଟି ଦେବତା ପରଂବ୍ରହ୍ମ ଶ୍ରୀଗୁରୁ ଅଭ୍ୟର୍ଥନା ସକଳ ତୀର୍ଥର ଉତ୍ସକୂପ ତପ ଜପ ଅମର ପାଦପ ।
Loading comments…
Loading comments…