by Bharatabandhu Biswal ✓ · 3 Jan 2021
ରହୁ ନାହିଁ ତାଳମେଳ କହୁଥିବା କଥା ଆଉ କାମେ ସୁଖ ଶାନ୍ତି ସାତ ସ୍ୱପ୍ନ କୁଣ୍ଠିତ ଜୀବନ, ଜର୍ଜରିତ ମହାପ୍ରାଣୀ ଏ ମଣିଷ ଯନ୍ତ୍ରଣାରେ ଅହରହ ପରିବାର ଘର ନୁହେଁ ବୈକୁଣ୍ଠ ସମାନ
Loading comments…
Comments
Loading comments…