by Prafulla Chandra Mishra ✓ · 12 Dec 2020
ଚନ୍ଦ୍ର ବଦନ ପଦ୍ମ ନୟନ ଚକା ଚକା କଳା ମୁଖେ ଦେଖିଲେ ଥରେ ହୃଦ କନ୍ଦରେ ଭକ୍ତିର ଲହରୀ ଖେଳେ ।। ନୀଳ ନୟନା ସେ ଚମ୍ପକ ବରଣା କଥା କହେ ସେଇ ଆଖି ପ୍ରେମ ତୀର ମାରେ ସତେ କି ଅନଙ୍ଗ ଫୁଲ ବାଣ ଦେଲା ଯୋଖି କେତେ କଥା କହେ ସେ ଆଖି ଯୋଡ଼ି
Loading comments…
Comments
Loading comments…