by Kabiratna Nutan Kumar Behera ✓ · 18 Jun 2022
ନିର୍ମଳ ପବିତ୍ର ନିର୍ବିକାର ନ ହେଲେ ଚଞ୍ଚଳ ମନ ଆସେନା ଏକାଗ୍ରତା କି ସଂଯମତା ବିଷୟା ବିଷ ଛାଡି଼ ରହେନା ସ୍ଵତନ୍ତ୍ର ସ୍ଵାଧୀନ ପାର୍ଥିବ କାମନାରେ ହୋଇ ଆସକ୍ତ ଭୋଗ କରେ ସାଂସାରିକ ଦୁଃଖ କ୍ଳେଶ
Loading comments…
Loading comments…