by Parshuram Biswal ✓ · 19 Jul 2017
ନନ୍ଦିଘୋଷେ ଥାଇ କହୁଚି କହ୍ନେଇ ଆରେ ମୋ ଓଡ଼ିଆ ପୁଅ ଡାକ୍ତରୀ ଔଷଧ ଛାଡ଼ିଦେଇ ଧନ ଚେରମୂଳୀ ଆଶ୍ରା ନିଅ ସକାଳ-ସଞ୍ଜରେ ନିତି କର ଯୋଗ ଭଲ ରହିବ ତୋ ଦିହ ।
Loading comments…
Comments
Loading comments…