by baishnaba meher ✓ · 4 Nov 2020
ଆ ଥରେ ଆ ଆରପାରିରୁ ତୁ ବାହୁଡ଼ି, ଫେରିଯିବୁ ପୁଣି ତୋ ଅଧା କାମ ସାରି, ବୃଦ୍ଧ ନୁହଁ ହେଲା ତୋ ଯୁବମୃତ୍ୟୁ ପୁଣି, ଫେରିଆ ଥରେ ତୋ ଆତ୍ମୀୟଙ୍କ କଥା ଶୁଣି
Loading comments…
Loading comments…