by ଓଡ଼ିଆ ଗଳ୍ପ ଓ କବିତା - ୧ ✓ · 29 Sept 2018
ସୁଖର ବେଦନା ମୋର ନୀରବ ପ୍ରୀତି ନ ଫେରିବ କଣ୍ଠେ ଗୋ, ତା’ ମଧୁ ଗୀତି। ଅଧର ଅଳକ ଆଖି ଆଉ ହସେ ନା, ଆହା, ଯଉବନ ଥରେ ଗଲେ ଆଉ ଆସେ ନା ।
Loading comments…
Loading comments…