by Sukadev Mahanta ✓ · 24 Mar 2022
ୟୁରେସିଆ ଆକାଶରେ ଯୁଦ୍ଧର କଳା ବାଦଲ ଆତଙ୍କ ଖେଳାଇ ଦେଇଛି ବିଶ୍ୱ ସାରା ତ୍ରସ୍ତ ୟୁକ୍ରେନ ନିବାସୀ ଦେଶୀ ହେଉ କି ବିଦେଶୀ ଗୁଳି ବୋମା ରକେଟ ମିଶାଇଲ ଦ୍ୱାରା ଦେଶ ହେଉଛି ଛାରଖାର ଯୁଦ୍ଧଖୋର ମନୋବୃତ୍ତି ରୁଷ୍ ୟୁକ୍ରେନର||
Loading comments…
Comments
Loading comments…