English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ଅଧାତୋଳା
11 storys
ପ୍ରଣାମ
Sunanda Mohanty · 2 min read · 159 reads
ନୂଆ ଘରଟି ଅଧା ତୋଳା ଅବସ୍ଥାରେ ଅଛି, ନିଜେ ଦେଖାଶୁଣା କରି ସିମେଣ୍ଟ, ବାଲି, ପାଣି ଭାଗମାପ ଜଗି ରଖି ତୋଳୁଥିବା ଘରଟାକୁ ପୁରା ନକରି ଚାଲିଗଲେ ସବୁ ଗୋଳମାଳ ଧରିଯିବ l
Inspirational
ଅନୁମତି
Lina Dhal · 1 min read · 236 reads
ମିଶ୍ର ବାବୁ ପଚାରିଲେ କାଲି ରାତିରେ କୁଆଡେ ରହିଗଲୁ ଟିକେ ଜଣେଇଲୁନି । ତମ ଅନୁମତି ନେବାଟା କଣ ନିହାତି ଦରକାର ପୁଅ ଚଢାଗଲାରେ ଉତ୍ତର ଦେଲା ।
Inspirational
ଉଛୁଳା ନଦୀ
Ayiswarya Maharana · 3 min read · 271 reads
ଉଛୁଳା ନଦୀ
Tragedy
କଥା ରହିଗଲା ଅଧାରେ
Puja Devjani Mishra · 7 min read · 191 reads
କିନ୍ତୁ ତା ସହିତ କଣ ହେଇଥିଲା ସେଟା ମୁ ଜାଣିପାରିଲି ନାହିଁ । ସବୁଦିନ ପାଇଁ ସେଟା ରହସ୍ୟ ହେଇ ରହିଲା। " ତା ସହିତ ତାର ସବୁ ମନର କଥା ଏ ଦୁନିଆରୁ ବିଦାୟ ନେଇଗଲା"
Tragedy
ସକାଳୁ ଆରମ୍ଭ ଚା'
Kakali Mohapatra · 2 min read · 83 reads
କାଲି ଠାରୁ ସଂପୂର୍ଣ୍ଣ ଚା" ବନ୍ଦ। ଶାଗୁ କରିକି ରଖିଦବୁ ମୁଁ ଶାଗୁ ପିଇବି।
Others
ଅଧା ପାଗଳର କମାଲ୍ କଥା
ପ୍ରଶାନ୍ତ କୁମାର ବେହେରା · 11 min read · 511 reads
ମୁଁ ଯେମିତି ମୋ ବୋଉର ମନକଥା ବୁଝିପାରିବି , ସେ କଣ ସେମିତି ବୁଝି ପାରିବ ? ମୋ ବୋଉର ଯେଉଁଦିନ ପେନସନ୍ ମିଳେ ସେଦିନ ଆଗ ସ୍ତ୍ରୀକୁ ୬୦୦ ଟଙ୍କା ...
Inspirational
Loading…
Next page →