Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ଆତ୍ମୀୟ
15 storys
ପାଉଁଶ ତଳର ନିଆଁ
Lipsa Acharya · 1 min read · 526 reads
ମୁଖମଣ୍ଡଳରେ ହସଟିଏ ଆଙ୍କି ଦେଇ ଚାଲିଯାଏ । ତା ଉତ୍ତର ଦେବାକୁ ପ୍ରସ୍ତୁତ ହେଲା ବେଳକୁ; ସେ ପୃଥିବୀର ଜନ ସମୁଦ୍ରରେ ଲୀନ ହେଇଗଲା । ବହୁତ ଖୋଜିଲି । ପାଇଲି ନାହିଁ । ଆଜି ତା ସ୍ମୃତି ପାଉଁଶ ତଳର ନିଆଁ ।
Tragedy
ହଁ,ମୁଁକରିପାରିବି
Lipsa Acharya · 2 min read · 294 reads
ମୋ ଆତ୍ମବିଶ୍ବାସ ସଫଳତାର ସଠିକ୍ ଠିକଣା ଦେବାକୁ ଅପେକ୍ଷା କରିଚ୍ଥି । ମୁଁ ମୁକ୍ତ ଜଳରାଶିର ନୌକା ସାଜିବି ।
Others
କିଏ ସେହି ଵ୍ୟକ୍ତି
Dr Jharana Satapathy · 1 min read · 361 reads
ପାଦରେ ଅଳତା, ପାଉଁଜି ଗୋଲାପି ରଙ୍ଗର ପାଟରେ ବହୁତ ସୁନ୍ଦର ଦିଶୁଥାନ୍ତି।ସେ ଅପରିଚିତ ବ୍ୟକ୍ତିଙ୍କ ସହ ପୁଣିଥରେ ଦେଖାହୋଇଗଲା ମନ୍ଦିର ଭିତରେ ।
Others
ଦୋ ଛକିରେ ଜୀବନ
Seetaram Dash · 2 min read · 358 reads
ଦୂର ଆକାଶର ଭସା ବାଦଲରେ ସେ ଦେଖେ ତାର ଅଭୁଲା ଶୈଶବ। କେତେ ସୁନ୍ଦର ଥିଲା ସେ ଦିନ ସବୁ।
Abstract
ଆତ୍ମୀୟ
Amiya Bej · 3 min read · 14.9K reads
ଦେହ , ମନପରି ନୁହଁ । ଅଲଗା...
Inspirational
ସଙ୍ଗୋପନର ଗପ
Soumya Shubhadarshinee · 6 min read · 428 reads
ଦୁଃଖ ବାଣ୍ଟିବାକୁ କାହା ପାଖକୁ ଯିବା ଉଚିତ ? ଆତ୍ମୀୟ , ଅନାତ୍ମୀୟ , ଅପରିଚିତ, ପରିଚିତ ନା' ସହୃଦ । ସେଇ ଲୋକଟା କିନ୍ତୁ ସହଜରେ ମିଳେନି ନୁହେଁ !
Others
Loading…
Next page →