Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ଆମଗାଁ
146 storys
ଆଇ ଆମ ସରି
Subrat Kumar Muduli · 1 min read · 7.4K reads
ସତ କହୁଛି ତମକୁ ଛାଡି ମୁଁ ବଞ୍ଚି ପାରିବିନି । ମୁଁ ମାନୁଛି ତମେ ତେସ୍ତରି ଥର କଲ କରିଛ ହେଲେ ମୁଁ କ’ଣ କରିବି ଘର ମୋବାଇଲରେ ମିତୁ ସହ ଟିକେ କଥା ହେଉଥିଲି ହଉ ହେଲା ଆଇ ଆମ ସରି ....ଉ.ଉ..ଉ ...ମା । ତା’ ଠାରୁ ଫୋନରେ ଗୋଟେ ଚୁମା ଖାଇଲା ପରେ ମୋ’ ରାଗ ପୁରା ଥଣ୍ଡା ହୋଇ ଯାଉଥିଲା । ପରେ ଆରମ୍ଭ ହେଉଥିଲା ତା’ର ସେଇ ଏକା ନାଟକ ......ପ୍ଲିଜ ମୋ’ ମୋବାଇଲରେ ଗୋଟେ ପଚାଶ ଟଙ୍କା ରିଚାର୍ଜ କରି ଦିଅନା ବାଲାନ୍ସ ନଥିବାରୁ ମିସ କଲ ମାରି ପାରିଲିନି , ରିତୁ ତା’ ସାଙ୍ଗ ସହ କଥା ହେଇ ସବୁ ବାଲାନ୍ସ ସାରି ଦେଇଛି । ପ୍ରଥମେ ମନା କଲା ପରେ ବି କାନ କୁଣ୍ଡେଇ ବାଧ୍ୟ ହେଉଥିଲି ତା’ ମୋବାଇଲରେ ରିଚାର୍ଜ କରିବାକୁ । ଅନେକ ଦିନ ହେଲାଣି ତା’ ସହ ସମ୍ପର୍କ କାଟିଲା ପରେ ସେ କଥା ଆଉ ବେଶି ଭାବିନି । କାଲି ହଠାତ ତା’ ମୋବାଇଲରୁ ଫୋନ ଆସିଲା ଟିକେ ଭୟ କଲି ରିସିଭ କରିବାକୁ , କହିଲା ..... ମୋ’ ବାହାଘର ଠିକ ହେଇ ଯାଇଛି । ଦି’ ଭଉଣୀ ମିତୁ ଆଉ ରିତୁ ବାଧ୍ୟ କଲେ ତମକୁ ନିମନ୍ତ୍ରଣ କରିବାକୁ । ମୋବାଇଲରେ ବାଲାନ୍ସ ନାହିଁ ରଖୁଛି ... ଆଇ ଆମ ସରି । ତା’ କଥା ଭାଷାରୁ ଜଣା ପଡୁଥିଲା ସେ ମୋ’ ପାଇଁ କେତେ ଦୁଃଖିତ । ମୁଁ ବି ଆଦୌ ଦୁଃଖ ଅନୁଭବ କରୁନଥିଲି ଆଗରେ ଥୁଆ ହୋଇଥିବା ଥଣ୍ଡା ଥଣ୍ଡା ବିୟର ଆଉ ବୋନଲେସ ଚିକେନ ପକୋଡାକୁ ଦେଖି । ସାଙ୍ଗ ଚିନୁ ତା’ ପ୍ରେମିକାକୁ ଅର୍ଜେଣ୍ଟ ଫୋନ କରିବାକୁ ମୋ’ ଫୋନ ମାଗୁଥିଲା ମୁଁ ଦେଇ ପାରିଲିନି କାରଣ ପ୍ରାୟତଃ ସେହିଦିନ ଠାରୁ ମୋ’ ମୋବାଇଲକୁ ବି ଧରିଥିଲା ସେଇ ଏକା ଲୋ ବାଲାନ୍ସର ରୋଗ ବରଂ ନିଶାରେ ତାକୁ ବାରମ୍ବାର କହୁଥିଲି .....ଆଇ ଆମ ସରି ।
Others
ଆମ ଘର
Rasmi Rekha Tripathy · 1 min read · 7.6K reads
ଆମ ଘର ସଦାବେଳେ ଆମ ଘର...
Inspirational
ବଦଭ୍ୟାସ
Sukanti Hotta · 1 min read · 373 reads
ଏମିତି ପନ୍ଦର ମିନଟର ଡ୍ରାମା ପରେ ପୁରା ବାତାବରଣ ଶାନ୍ତ ହୋଇଯାଏ lବିଚରା ପିଲାମାନେ ହିଁ ବହୁତ କଷ୍ଟ ପାଆନ୍ତି lରଘୁ ରୁନୁର ପୁଣି ହସଖୁସି ମଜାକ ଆରମ୍ଭ ହୋଇଯାଏ l
Children Stories
ସହରର ଅଶାନ୍ତି
ଓଡିଆ ଶିଶୁ ଗପ · 2 min read · 7K reads
ଏହା ଶୁଣି ସେ ଗାଉଁଲୀ ମୂଷା କହିଲା, “ଭାଇ, ସହରରେ ଭଲ ଖାଇବାକୁ ଥିଲେ ବି, ଡର ଭୟରେ ମୁଁ ଏଠାରେ କଦାପି ରହିପାରିବି ନାହିଁ ।
Children
କର୍ମ ହିଁ ଭଗବାନ
Naresh Kumar Behera · 2 min read · 7.4K reads
ସତରେ, ଧର୍ମ, ଜାତି ଏବଂ ଅର୍ଥରୁ ନୁହେଁ, ମଣିଷକୁ ନିଜ କର୍ମରୁ ହିଁ ପରିଚୟ ମିଳିଥାଏ; ତେଣୁ କୁହାଯାଏ ‘କର୍ମ ହିଁ ଭଗବାନ’ ବୋଲି । ।
Others
ଗଧ ଓ କୁକୁର
ଓଡିଆ ଶିଶୁ ଗପ · 1 min read · 7.7K reads
ମାତ୍ର ସେ ଧୋବା ଏହା ଦେଖି ଭାବିଲା ଗଧ ବୋଧେ ପାଗଳ ହୋଇଯାଇଛି । ତେଣୁ ସେ ଧୋବା ଗଧକୁ ବାଡେଇ ବାଡେଇ ମାରିଦେଲା । ଈର୍ଷା ସବୁବେଳେ ନିଜର.....
Children
Loading…
Next page →