Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ଆହାର
9 storys
ଆହାର
Subrat Kumar Muduli · 1 min read · 7.3K reads
ସାଙ୍ଗ ବାହାଘର ପାର୍ଟିରେ ଯୋଗ ଦେବାକୁ ଯାଇଥିବା ଆମେ ସାଙ୍ଗମାନେ ଅବକାରୀ ପର୍ବ ନିମନ୍ତେ ଗୋଟେ ପାନ ଦୋକାନ ପାଖରେ ଛିଡା ହୋଇଥିଲୁ । ପାଖ ପରିତ୍ୟକ୍ତ ଘରୁ ଦିଶୁଥିଲା ରସଥାଳିରେ ବଢା ହୋଇଥିବା ଆଞ୍ଜୁଳାଏ ବତୁରା ଚୁଡା, ଉପରେ ମୁଠାଏ ମାଛି ପିକନିକ କରୁଥିଲେ । ଗରିବ ରିକ୍ସାବାଲାଟି ଏଯାଏ ଘରକୁ ଫେରିନଥିଲା । ସ୍ତ୍ରୀ ରେବ ଦେହ ଖରାପ ଯୋଗୁଁ ମୂଲ ଲାଗିବାକୁ ଆଜି ମାଲ ଗୋଦାମ ଯାଇନଥିଲା । ମଣ୍ଡପ ରୋଷେଇ ଶାଳରୁ ଭାସି ଆସୁଥିବା ଖାଦ୍ୟର ବାସ୍ନାରେ ମୋ’ ଭୋକ ଚରମ ସୀମାରେ ପହଞ୍ଚିଥିଲା । କିଛି ସମୟପରେ ଦେଖିଲି ଗରିବ ସ୍ତ୍ରୀ ଲୋକଟି ଲଙ୍ଗଳା ମୁକୁଳା ତା’ର ଛୋଟ ପୁଅଟିକୁ ଭୋଜିରେ ରନ୍ଧା ହୋଇଥିବା ଏଣୁତେଣୁ ଖାଦ୍ୟ ବିଷୟରେ କହି ଖୁଆଇବାରେ ଲାଗିଥିଲା ଆଉ ଛୋଟ ଛୁଆଟି ବେଶି ଅଝଟ କରୁନଥିଲା । ଭୋଜି ସରିଲା ବଡବଡିଆ ସମ୍ପର୍କୀୟ ଲୋକମାନେ ଯିଏ ଯାହା ପୁଡିଆ ବାନ୍ଧିଲେ । ଆମେ ବି ରିଟର୍ନ ଅବକାରୀ ବୈଠକ ପାଇଁ କିଛି ଚାଖେଣା ବାନ୍ଧିଲୁ । ପ୍ରାୟ ସନ୍ଧ୍ୟା ହୋଇ ଆସୁଥିଲା ମଣ୍ଡପ ଗେଟ ଆଗରେ ଛୋଟ ଛୁଆଟିକୁ କାଖେଇ ସେଇ ସ୍ତ୍ରୀ ଲୋକଟି ଅନେକ ଗରିବ ଲୋକଙ୍କ ସହ ବଳକା ଖାଦ୍ୟ ଆଶାରେ ଛିଡା ହୋଇଥିଲା । ସିକ୍ୟୁରିଟି ବାଡି ଦେଖେଇ ଆଉ ଖାଦ୍ୟ ବଳିନି ବୋଲି ମନାକରୁଥିଲା । ହଠାତ ମୋ’ କାନରେ ପଡିଲା ଧୋବ ଧୋବଳିଆ ଲୋକ ଜଣକର କଥା ......... ଏମାନଙ୍କୁ ଆଉ ଏଣୁତେଣୁ ଖାଦ୍ୟ ରୁଚୁନି ଏଥିପାଇଁ ସରକାରଙ୍କ ଟଙ୍କିକିଆ ଚାଉଳ ଆଉ ପାଞ୍ଚଟଙ୍କିଆ ଆହାର ଯୋଜନା ଦାୟୀ । ମୁଁ ତ କିଛି ବୁଝି ପାରିଲିନି ସାଙ୍ଗମାନଙ୍କୁ ପଚାରୁଥିଲି ହେଲେ ସେମାନେ ସମସ୍ତେ ଏସି ଗାଡିରେ ମସ୍ତି କରୁଥିଲେ ନୂଆକରି ବାହାରିଥିବା ଛମଛମ ଗୀତର ତାଳେ ତାଳେ ।
Others
ପୁରୁଷ ବି କାନ୍ଦେ
Rashmi Ranjan Nayak · 1 min read · 326 reads
ବିଶ୍ୱାସ କିଏ ବା କରିବ କାରଣ ଦୁନିଆ ଶୁଣିଲେ ତାତ୍ସଲ୍ୟ କରିବ ଆଉ ଅପବାଦ ଢାଳିଦେଵ ମୁଣ୍ଡ ରେ।
Others
ଛୁଆର ଲାଗି ଆହାର
Kumarlal Rana · 1 min read · 281 reads
ଛୁଆର ଲାଗି ଆହାର
Children Stories
ସ୍ୱପ୍ନ
Gayatri Singh · 9 min read · 593 reads
ସ୍ୱପ୍ନ
Tragedy
ହାୟ ରେ ମନ !
Sujata Dash · 5 min read · 343 reads
ହାୟ ରେ ମନ !
Others
ଭିକାରୀ
Soumya Shubhadarshinee · 4 min read · 538 reads
ସବୁଦିନିଆ ବସ୍ ଯାତ୍ରୀ ଆନି ଭେଟେ ରୋଜ ଅନେକ ଅଚିହ୍ନା ମୁହଁକୁ । କିନ୍ତୁ ସେଗୁଡିକ ଭିତରେ ଝିଅଟି ବାରି ହେଇଯାଏ ନିଜର ବିକ୍ଷିପ୍ତ ରୂପ ଲାଗି । ସବୁଦିନ ଦିଶେ ଝିଅଟି ସେଇ ନିର୍ଦ୍ଧିଷ୍ଟ ଭାବରେ ଆଉ ଟିକେ ବିରକ୍ତ କରେ ଅନିକୁ
Inspirational
Loading…
Next page →